30.1 C
Bhubaneswar
Sunday, February 8, 2026
Homeଓଡିଶାଗୋବରୀ ନଦୀକୁ ଡ଼େଇଁ ଯୁବକ ନିଖୋଜ

ଗୋବରୀ ନଦୀକୁ ଡ଼େଇଁ ଯୁବକ ନିଖୋଜ

କେନ୍ଦ୍ରାପଡା: କେନ୍ଦ୍ରାପଡାରୁ ସମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗୋବରୀ ନଦୀକୁ ଡେଇଁ ଯୁବକ ନିଖୋଜ ଥିବା ନେଇ ସୂଚନା ମିଳିଛି । ଆଳିଜଙ୍ଗା ପୋଲ ଉପରେ ବାଇକ୍ ଓ ଚପଲ ରଖି ଡେଇଁଲେ ଯୁବକ । ନଦୀକୁ ଡେଇଁ ନିଖୋଜ ଯୁବକ ତଳ ବାରଙ୍ଗ ଅଞ୍ଚଳର ସୂଚନା ମିଳିଛି । ଓଡ୍ରାଫ୍ ଟିମ୍ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking