29.1 C
Bhubaneswar
Monday, June 9, 2025
Homeଓଡିଶାଅନଲାଇନ ଗେମ ଖେଳି ଜୀବନ ହାରିଲେ ଯୁବକ

ଅନଲାଇନ ଗେମ ଖେଳି ଜୀବନ ହାରିଲେ ଯୁବକ

କେନ୍ଦ୍ରାପଡା: ଅନଲାଇନ ଗେମ ଖେଳି ଆତ୍ମହତ୍ୟା ଯୁବକ ।  କେନ୍ଦ୍ରାପଡା ଜିଲ୍ଲା କୁଦାନଗରି ଥାନା ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗାଁରେ ଅଭାବନୀୟ ଘଟଣା ଘଟିଛି ।  ଅନଲାଇନ ଗେମ ଖେଳି  ଟଙ୍କା  ହାରିଯିବା ପରେ  କୀଟନାଶକ ଖାଇ  ବଙ୍ଗାରି  ଗ୍ରାମର  ଉମାକାନ୍ତ ଜେନାଙ୍କ  ପୁଅ ସାହିଲ ଜେନା  ଜୀବନ ହାରିଥିବା  ଅଭିଯୋଗ ହୋଇଛି  ସାହିଲ  ଭୁବନେଶ୍ୱରରେ  ଏକ ଘରୋଇ  କଲେଜରେ  ଡିପ୍ଲୋମାର  ଦ୍ୱିତୀୟ ବର୍ଷର  ଛାତ୍ର ଥିଲେ ।   ଛୁଟିରେ  ଘରକୁ ଆସିବା ପରେ   ଅନଲାଇନରେ ଗେମ ଖେଳି ଟଙ୍କା ହାରିଥିଲେ ।  ତେବେ ପରିବାର ଲୋକଙ୍କ ଭୟରେ  କୀଟନାଶକ  ପିଇ ଦେଇଥିଲେ  ସାହିଲ ।  ପ୍ରଥମେ ତାଙ୍କୁ  ଗୁରୁତର ଅବସ୍ଥା ମେଡିକାଲ ନିଆଯାଇଥିବା ବେଳେ ଅଧବାଟରେ  ତାଙ୍କର ମୃତ୍ୟୁ ହୋଇଥିଲା ।  ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking