39.1 C
Bhubaneswar
Sunday, May 11, 2025
Homeଓଡିଶାଅନଲାଇନ ଗେମ୍ ଯୋଗୁଁ ଜୀବନ ହାରିଲା ଯୁବକ

ଅନଲାଇନ ଗେମ୍ ଯୋଗୁଁ ଜୀବନ ହାରିଲା ଯୁବକ

ଭୁବନେଶ୍ୱର: ଅନଲାଇନ ଗେମ୍ ଯୋଗୁଁ ଜୀବନ ହାରିଲା ଯୁବକ । ଗେମ୍‌ରେ ହାରିବାକୁ ଜୀବନ ହରିଦେଲେ ବିକାଶ ନାୟକ । ଘରେ ଝୁଲିପଡିଲେ ୨୩ ବର୍ଷୀୟ ଯୁବକ । ଏହି ଘଟଣାଟି ଲକ୍ଷ୍‌ମୀସାଗର ଥାନା ଚମ୍ପା ପୋଖରୀରେ ଘଟିଛି । ପୋଲିସ ମୃତକଙ୍କ ମୋବାଇଲ ଫୋନ୍ ଜବତ କରିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking