16.1 C
Bhubaneswar
Saturday, December 6, 2025
Homeଓଡିଶାବେକରେ ଗାମୁଛା ଲଗାଇ ଜୀବନ ହାରିଲେ ଯୁବକ

ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ଯୁବକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିପୁର ପଞ୍ଚାୟତ  ବେଙ୍ଗେଇ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ  ଆତ୍ମହତ୍ୟା କରିଥିବା ଜଣାପଡିଛି ।  ଏହି ଗ୍ରାମର ସମାଇ  ମାଣିପୁର ବଜାରରେ  କୁକୁଡା ଦୋକାନ କରିଛନ୍ତି ।  ସକାଳେ ତାଙ୍କୁ ଘରେ ନପାଇ ପରିବାର ଲୋକେ ବିଭିନ୍ନ  ସ୍ଥାନରେ  ଖୋଜାଖୋଜି  କରି ଶେଷରେ  ଘର ଠାରୁ କିଛି  ଦୂରରେ ଥିବା ଏକ ଶାଳ ଗଛରେ ବେକରେ ଗାମୁଛା ବାନ୍ଧି  ଝୁଲୁଥିବାର ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ  ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking