16.1 C
Bhubaneswar
Sunday, December 7, 2025
Homeଓଡିଶାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ବଲାଙ୍ଗୀର : ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲା କୁସୁରାରୁ ଏହି ଘଟଣା ଆସିଛି । ୧୯ ବର୍ଷୀୟ ଯୁବକ ନଦୀକୁ ଡେଇଁ ପଡିଛନ୍ତି । ବ୍ରିଜ ଉପରେ ସାଇକେଲ ପଡିରହିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଏଯାଏଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । କେଉଁ କାରଣକୁ ନେଇ ଯୁବକ ଜଣଙ୍କ ଜୀବନ ହାରିଲେ ତାହା ଜଣା ପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking