24.1 C
Bhubaneswar
Tuesday, February 10, 2026
Homeଓଡିଶାମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ନେତା ଗିରଫ

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ନେତା ଗିରଫ

ଅନୁଗୁଳ: ଅନୁଗୁଳରୁ ଆଉ ଏକ ମହିଳାଙ୍କୁ ଅସଦାଚରଣ କରିବାର ଖବର ଶୁକ୍ରବାର ସମ୍ନାକୁ ଆସିଛି । ଜଣେ ଯୁବ ନେତାଙ୍କୁ ଯୁବତୀଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି । ବନ୍ତଳା ପୋଲିସ ଯୁବକଙ୍କୁ ଗିରଫ କରିଛି । ବନ୍ତଳା ପୋଲିସ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପୂର୍ବତନ ଜିଲ୍ଲା ଯୁବ ବିଜେପି ସଭାପତି ସୁଦୀପ୍ତ ସ୍ୱାଇଁ ବୋଲି ଚିହ୍ନଟ କରାଯାଇଛି।

ରିପୋର୍ଟ ଅନୁସାରେ, ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ ସୁଦୀପ୍ତ ତାଙ୍କୁ ଦୀର୍ଘ ସମୟ ଧରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ, ପୋଲିସ ତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି। ତେଣୁ ଅଭିଯୋଗ ଆଧାରରେ ଗତକାଲି, ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଖୋଜାଖୋଜି କରୁଥିଲା। ଆଜି ତାଙ୍କୁ ଗିରଫରାଯାଇଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking