27.1 C
Bhubaneswar
Tuesday, February 24, 2026
Homeଅପରାଧରାଜଧାନୀରେ ଯୁବକଙ୍କୁ ହତ୍ୟା

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହତ୍ୟାକାଣ୍ଡ ଘଟିଥିବା ନେଇ ଖବର ରହିଛି । ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ। ଏୟାର ଫିଲ୍ଡ ଥାନା ବୀରବନ୍ଧ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ସେହି ଗାଁର ବାଉରୀ ବନ୍ଧୁ ବେହେରା। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି। ଖବର ପାଇଁ ଘଟଣା ସ୍ଥଳରେ ଏୟାର ଫିଲଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking