30.1 C
Bhubaneswar
Sunday, March 22, 2026
Homeଓଡିଶାନାଗାବଳୀ ନଦୀରେ ଭାସିଗଲେ ଯୁବକ

ନାଗାବଳୀ ନଦୀରେ ଭାସିଗଲେ ଯୁବକ

ରାୟଗଡା: ନାଗାବଳୀ ନଦୀରେ ଭାସିଗଲେ ଯୁବକ । ଗାଧୋଇବା ବେଳେ ପ୍ରବଳ ସ୍ରୋତରେ ଭାସିଗଲେ । ଆନ୍ଧ୍ର ବିଜୟନଗରରୁ ପରିବାର ସହ ଆସିଥିଲେ । ମା’ ମଝିଘରିଆଣୀଙ୍କ ଦର୍ଶନ ସାରି ଗାଧୋଇବାକୁ ଯାଇଥିଲେ । ପରିବେଶ ଶୋକାକୁଳ ଦେଖାଦେଇଛି । ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking