କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ହାତୀନଦୀରେ ଗାଧୋଇବା ବେଳେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨୨ ବର୍ଷୀୟ ଯୁବକ । ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଦମକଳବାହିନୀକୁ ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ନଦୀରୁ ଉଦ୍ଧାର କରିଛି ଦମକଳବାହିନୀ ।