21.1 C
Bhubaneswar
Tuesday, December 30, 2025
Homeଓଡିଶାଥାନା ଭିତରେ ବିଷ ପିଇଦେଲେ ଯୁବକ

ଥାନା ଭିତରେ ବିଷ ପିଇଦେଲେ ଯୁବକ

ଆନନ୍ଦପୁର: ନନ୍ଦିପଦା ଥାନା ପରିସରରେ ବିଷ ପିଇଦେଲେ ଯୁବକ । ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ଅଭିଯୋଗ ହୋଇଛି । ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା । ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବେଳେ ଯୁବକ ଜଣଙ୍କ ବିଷ ପିଇଦେଇଥିଲେଘଟଣାର ଅଧିକ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking