25.1 C
Bhubaneswar
Saturday, December 6, 2025
Homeଓଡିଶାଛୁରାମାଡରେ ଯୁବକ ମୃତ

ଛୁରାମାଡରେ ଯୁବକ ମୃତ

କୋରାପୁଟ:  ପରକୀୟା ପ୍ରିତିରୁ ଯୁବକଙ୍କୁ ଛୁରାମାଡ ।  ସିମିଳିଗୁଡା ଥାନା  ଦାମନଯୋଡି ଛକରେ ଛୁରାମାଡ  ହୋଇଛି ।  ମୃତ ଯୁବକ ହେଉଛନ୍ତି ଲୁଙ୍ଗୁରି ଗାଁର ।   ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ  ତଦନ୍ତ ଜାରି ରଖିଛି ।  ମୃତ ଯୁବକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking