34.1 C
Bhubaneswar
Sunday, March 29, 2026
Homeଓଡିଶାସ୍କୁଟି ଦୁର୍ଘଟଣାରେ ଯୁବକ ମୃତ୍ୟୁ

ସ୍କୁଟି ଦୁର୍ଘଟଣାରେ ଯୁବକ ମୃତ୍ୟୁ

କନ୍ଧମାଳ : ସ୍ଥାନୀୟ ଥାନା ଅନ୍ତର୍ଗତ ବିଲାବାଡ଼ା ବିଦ୍ୟାଳୟ ନିକଟରେ ଶନିବାର ରାତିରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତେଲିଙ୍ଗିଆ ଗ୍ରାମର ସୁଲତାନ ପ୍ରଧାନ । ସୁଲତାନ ସ୍କୁଟିରେ ନିଜ ଗ୍ରାମକୁ ଫେରୁଥିବା ବେଳେ ବିଲାବାଡ଼ା କଲର୍ଭଟ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବରେ ଧକ୍କା ଦେଇଥିଲେ। ଫଳରେ ସେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘୁ.ଉଦୟଗିରି ଅଗ୍ନିଶମ କର୍ମଚାରୀମାନେ ସୁଲତାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ। କିନ୍ତୁ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking