21.1 C
Bhubaneswar
Friday, February 6, 2026
Homeଓଡିଶାସଡ଼କ ଦୁର୍ଘଣାରେ ଯୁବକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଣାରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର:  କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ରାଇସ ମିଲ୍ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବିରକିଶୋରପୁର ଗାଁର ସୁନୀଲ ମହାନ୍ତ ।ସୂଚନା ଅନୁସାରେ ସୁନୀଲ ଆଜି କୌଣସି କାମରେ ଯାଉଥିବା ବେଳେ ପଦ୍ମପୁର ରାଇସ ମିଲ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking