26.1 C
Bhubaneswar
Monday, December 29, 2025
Homeଓଡିଶାବିଦ୍ୟୁତ ତାର ଲାଗି ଯୁବକ ମୃତ

ବିଦ୍ୟୁତ ତାର ଲାଗି ଯୁବକ ମୃତ

ସୁନ୍ଦରଗଡ:  ଶିଷଡିହି ଗାଁ ନିକଟରେ  ବିଦ୍ୟୁତ ତାର ଲାଗି ଯୁବକ ମୃତ । ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟ ଜଣେ ଯୁବତୀ ଗୁରୁତର ଅଛନ୍ତି ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking