28.1 C
Bhubaneswar
Monday, February 23, 2026
Homeଓଡିଶାମୁକୁଳା ଡ୍ରେନରେ ପଡି ଯୁବକ ମୃତ

ମୁକୁଳା ଡ୍ରେନରେ ପଡି ଯୁବକ ମୃତ

ଖୋର୍ଦ୍ଧା : ମୁକୁଳା ଡ୍ରେନରେ ପଡି ଯୁବକ ମୃତ । ହୋଲି ଖେଳି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଜଟଣୀ ଗୋରୁହାଟ ନିକଟ ମୁକୁଳା ଡ୍ରେନରେ ପଡିଗଲେ । ଉଦ୍ଧାର କାଯ୍ୟ ଜାରି ରହିଛି । ପରିବାରରେ ଶୋକାକୁଳ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking