19.1 C
Bhubaneswar
Friday, December 5, 2025
Homeଓଡିଶାଫଟୋ ଭାଇରାଲ୍ କରି ବନ୍ଧା ହେଲା ଯୁବକ

ଫଟୋ ଭାଇରାଲ୍ କରି ବନ୍ଧା ହେଲା ଯୁବକ

ପାରାଦ୍ୱୀପ: ପାରାଦ୍ୱୀପରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର । ନାବାଳିକାଙ୍କ ଅଶ୍ଳୀଲ ଫଟୋ ଭାଇରାଲ୍ କରି ବନ୍ଧା ହେଲା ଯୁବକ। ବିଜୟୱାଡାରୁ ଗିରଫ କରି ଆଣିଲା ପାରାଦ୍ୱୀପ ଲକ୍ ଥାନା ପୋଲିସ । ଗିରଫ ଯିବକ ଜଣଙ୍କ କେନ୍ଦ୍ରପଡା ଗରାପୁର ଗାଁ ବୋଲି ସୂଚନା ମିଳିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking