21.1 C
Bhubaneswar
Sunday, February 8, 2026
Homeଓଡିଶାପଥରରେ ଛେଚି ବଡ ଭାଇକୁ ହତ୍ୟା କଲା ସାନ ଭାଇ

ପଥରରେ ଛେଚି ବଡ ଭାଇକୁ ହତ୍ୟା କଲା ସାନ ଭାଇ

ସୁବର୍ଣ୍ଣପୁର: ବଡ ଭାଇକୁ ହତ୍ୟା କଲା ସାନ ଭାଇ। ଅଭିଯୋଗ କଲେ ମୃତକଙ୍କ ପୁଅ। ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଲୁପୂରସିଂହା ଇନ୍ଦିରାପଲ୍ଲି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ପଥରରେ ଛେଚି ଗାଁର ଦାସ ମଲ୍ଲିକଙ୍କୁ ତାଙ୍କ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ସବୁବେଳେ ଘରେ ଦୁଇଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଲଞ୍ଚିପୁର ଥାନାରେ ପାରିବାରିକ କଳହରୁ ବଡ଼ ଭାଇକୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ। ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking