ବଣାଇ: ସାନଭାଇର ତୀରମାଡରେ ବଡଭାଇ ମୃତ । ବଡଭାଇକୁ ହତ୍ୟା ପରେ ବିଷ ପିଇ ଆତ୍ମହତ୍ୟା କରିବାକୁ ସାନ ଭାଇର ଉଦ୍ୟମ । ସାନଭାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଘରୋଇ କଳିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ।