25.1 C
Bhubaneswar
Thursday, February 5, 2026
Homeଓଡିଶାବ୍ରିଜରୁ ଡେଇଁ ପଡିଲେ ଯୁବତୀ

ବ୍ରିଜରୁ ଡେଇଁ ପଡିଲେ ଯୁବତୀ

କଟକ: କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ପଡିଲେ  ଯୁବତୀ । ସ୍କୁଟି ରଖି ଡେଇଁ ପଡିଥିବା ସୂଚନା ମିଳିଛି । ଯୁବତୀ ଜଣଙ୍କ ଜଗତପୁରର ବୋଲି ସୂଚନା ମିଳିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଖୋଜାଖୋଜି ଜାରି ରଖିଛି । ପାଖାପାଖି ଅଧ ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଚାଲିଛି ହେଲେ ଯୁବତୀଙ୍କ ପତ୍ତା ମିଳିପାରି ନାହିଁ କି ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ତେବେ ଯୁବତୀ ଜଣଙ୍କ କାହିଁକି ଡେଇଁଲେ , କାରଣ କଣ ହୋଇଥାଇପାରେ ତାହା ଏଯାଏଁ ଜଣାପଡିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking