28.1 C
Bhubaneswar
Thursday, July 3, 2025
Homeଓଡିଶାଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

ଗଞ୍ଜାମ: ଗୋପାଳପୁରରେ ଲଜ୍ଜା । ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗୋପାଳପୁର  ବେଳାଭୂମିରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୁଷ ବନ୍ଧୁଙ୍କ ସହ ବେଳାଭୁମିକୁ ବୁଲିବାକୁ ଯାଇଥିଲେ ଯୁବତୀ । ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଗୋପାଳପୁର ଥାନାରେ ଯୁବତୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ୭ ଯୁବକଙ୍କୁ ଅଟକ ରଖି ଗୋପାଳପୁର ଥାନା ପୋଲିସ ତଦନ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking