ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ । ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ମହିଳାଙ୍କ ସୁରକ୍ଷା ଦେବାରେ ସରକାର ବିଫଳ ଅଭିଯୋଗ କରି ହଲ୍ଲାବୋଲ କରିଛନ୍ତି । ଅନ୍ୟପଟେ ଅଗଷ୍ଟ ତାରିଖରେ ପୁରୀ ବନ୍ଦ ଡାକରା ଦେଇଛି ଦଳ । ପୀଡିତାଙ୍କୁ ନ୍ୟାୟ ନମିଳିବା ପଯ୍ୟନ୍ତ ଆନ୍ଦୋଳନ ହେବ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ଦଳ । ସେହିପରି ଅଗଷ୍ଟ ୧୪ ରେ କଂଗ୍ରେସ କରିବ ପଦଯାତ୍ରା ।










