27.1 C
Bhubaneswar
Monday, March 31, 2025
Homeଓଡିଶାହାତୀକୁ ରଗାଇ ବେତରେ ମାରିଲେ ଯୁବକ

ହାତୀକୁ ରଗାଇ ବେତରେ ମାରିଲେ ଯୁବକ

ଭୁବନେଶ୍ୱର: ଜଙ୍ଗଲରେ ହାତୀଙ୍କୁ ଆକ୍ରମଣ କରିଛନ୍ତି କିଛି ଯୁବକ । ବେତରେ ମାଡ଼ ମାରିବା ସହ ରଗାଇଛନ୍ତିଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଏହା କେନ୍ଦୁଝର ଅଞ୍ଚଳ ହୋଇଥିବା ଚର୍ଚ୍ଚା ହେଉଛି । ହାତୀ ଜଙ୍ଗଲରେ ଥିବା ବେଳେ ଯୁବକମାନେ ସଂଘବଦ୍ଧ ହୋଇ ହାତୀଙ୍କୁ ଘେରୁଛନ୍ତି । ହାତରେ ବେତ ଧରି ହାତୀଙ୍କ ପଛେପଛେ ଯାଉଛନ୍ତି । ଆଉ ହାତୀଙ୍କୁ ବେତରେ ମାଡ଼ ମାରି ଦୌଡ଼ି ପଳାଉଛନ୍ତି । ହାତୀ ମଧ୍ୟ ଯୁବକ ମାନଙ୍କୁ ଗୋଡ଼ାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ଉଦବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ହାତୀ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବନବିଭାଗ ତରୁନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking