21.1 C
Bhubaneswar
Sunday, December 21, 2025
Homeଓଡିଶାବଜ୍ରପାତରେ ଗଲା ଯୁବକଙ୍କ ଜୀବନ

ବଜ୍ରପାତରେ ଗଲା ଯୁବକଙ୍କ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଖମଣ ଗ୍ରାମରେ ଜଣେ ୩୫ବର୍ଷୀୟ ଯୁବକଙ୍କ ବୁଧବାର ରାତିରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପଣ୍ଡା ପଡ଼ା ଥାନା ଅଞ୍ଚଳର ଲକ୍ଷ୍ମଣ ମୁଣ୍ଡାଙ୍କ ପୁଅ ଈଶ୍ୱର। ସେ ନୂଆଖମଣ ଗ୍ରାମର ପାତ୍ର ମୁଣ୍ଡା (ଶ୍ୱଶୁର ଘର)କୁ ଆସିଥିବାବେଳେ ବୁଧବାର ଅପରାହ୍ନରେ ଗଛମୂଳରେ ଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ହେଁ ବୁଧବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking