15.1 C
Bhubaneswar
Monday, February 9, 2026
Homeଓଡିଶାଖଣ୍ଡାରେ ଯୁବକଙ୍କୁ ହାଣି ହତ୍ୟା

ଖଣ୍ଡାରେ ଯୁବକଙ୍କୁ ହାଣି ହତ୍ୟା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା  ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଖଣ୍ଡାରେ ମନୋଜ ସ୍ବାଇଁଙ୍କୁ ହାଣି ହତ୍ୟା କରାଯାଇଛି । ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ସୂଚନା ଦେଇଥିଲେସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ପରେଶ ସ୍ବାଇଁକୁ ଗିରଫ କରିଛି ।ତେବେ ହତ୍ୟାକାଣ୍ଡର କାରଣ ଏଯାବତ ଜଣାପଡ଼ିନାହିଁ। ବୀଭତ୍ସ ହତ୍ୟାକାଣ୍ଡ ନେଇ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking