21.1 C
Bhubaneswar
Friday, February 6, 2026
Homeଓଡିଶାମାଛ ଧରିବାକୁ ଯାଇ ଯୁବକ ନିଖୋଜ

ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ମୋହନା: ମୋହନାରେ ଘଟିଛି ଏକ ଅଘଟଣ । ଡ୍ୟାମ୍‌କୁ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ଅଡବା ଥାନା ହରଭଙ୍ଗି ଡ୍ୟାମ୍‌ରେ ବୁଡି ଯୁବକ ନିଖୋଜ ହୋଇଛି । ଗତକାଲିଠୁ ମାଛ ଧରିବାକୁ ଯାଇ ବୁଡି ନିଖୋଜ ଅଛି ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking