21.1 C
Bhubaneswar
Sunday, December 7, 2025
Homeଓଡିଶାଦୁର୍ଘଟଣାରେ ଯୁବକ ମୃତ, ଯୁବତୀ ଗୁରୁତର

ଦୁର୍ଘଟଣାରେ ଯୁବକ ମୃତ, ଯୁବତୀ ଗୁରୁତର

ବୌଦ୍ଧ: ଶୀତଳପାଣି ରାସ୍ତାର ବଡଜୋର ନାଳ ବୁଲାଣିରେ ବାଇକ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନା ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଯୁବତୀଙ୍କୁ ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହରଭଙ୍ଗା ପୋଲିସ ମୃତଦେହକୁ ହେପାଜତକୁ ନେବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣାଟି ଘଟିଛି ସେନେଇ ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking