21.1 C
Bhubaneswar
Friday, December 12, 2025
Homeଓଡିଶା‘ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ’

‘ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ’

ଭୁବନେଶ୍ୱର: କମିଶନରେଟ ପୁଲିସ ପକ୍ଷରୁ ବୁଧବାର ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମଦ ପିଇ ହୋଲି ଖେଳିଲେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଏଥିସହ ଜାରି ଗାଇଡଲାଇନରେ କୁହାଯାଇଛି ଯେ ମଦ୍ୟପାନ କରି କୌଣସି ନଦୀ, ପୋଖରରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁୟତନ ହୋଇ ରହିବେ । ସବୁ ଗାଧୁଆ ଘାଟରେ ପୁଲିସ ସହ ଅଗ୍ନଶମ କର୍ମଚାରୀ ରହିବେ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ପିସିଆର ଉଠାଇ ନେବ । କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ ରଙ୍ଗକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking