15.1 C
Bhubaneswar
Saturday, December 6, 2025
Homeଓଡିଶାସାର ନ ବିକିଲେ ଧାନ କିଣି ପାରିବେନି

ସାର ନ ବିକିଲେ ଧାନ କିଣି ପାରିବେନି

ଭୁବନେଶ୍ୱର: ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗର କଡ଼ା ନିର୍ଦ୍ଦେଶ। ସମସ୍ତ ପାକ୍ସ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକତା ଦେଇ ସାର ବଣ୍ଟନକୁ ଗୁରୁତ୍ୱ ଦେବାକୁ ପାକ୍ସକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନରେ ସାମିଲ ନ ହେଲେ ଧାନ କିଣିପାରିବେନି ପାକ୍ସ। ପ୍ରତି ବର୍ଷ ଏପ୍ରିଲରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡିଆରସିଏସ୍‌ଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ସମବାୟ ବିଭାଗ। ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାପ ମେସିନ ଗୁଡିକୁ ଚଳିତ ସପ୍ତାହ ଭିତରେ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking