18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଆଜି ବିହାରରେ ଦୁଇଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଯୋଗୀ

ଆଜି ବିହାରରେ ଦୁଇଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଯୋଗୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ବିହାରରେ ଦୁଇଟି ନିର୍ବାଚନ ସଭାକୁ ସମ୍ବୋଧିତ କରିବେ । ଏନେଇ ଯୋଗୀ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଏହା ଜନ ଆନ୍ଦୋଳନ ଏବଂ ସାଂସ୍କୃତିକ ଗର୍ୱକୁ ପ୍ରେରଣା ଦେଇଛି । କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ବିହାରର ସୀତାମାଢ଼ି ଏବଂ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ, ଯେଉଁଠାରେ ସେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking