ନୂଆଦିଲ୍ଲୀ : ଆଖି ବୁଜିଲେ ବର୍ଷକର ଜନ୍ମେଶ ଲେଙ୍କା । ସ୍ୱାସ୍ଥ୍ୟ ଖରାପ ଯୋଗୁଁ ବର୍ଷକର ଜନ୍ମେଶ ଲେଙ୍କାଙ୍କ ମୃତ୍ୟୁ ହୋଇଛି । କିଡନୀ ଓ ଲିଭର ଦାନ କରି ଆଖି ବୁଜିଲେ ଜନ୍ମେଶ ଲେଙ୍କା । କିଡନୀ ଓ ଲିଭର ଦାନ କରି ଆଖିବୁଜିଲେ ଜନ୍ମେଶ ଲେଙ୍କା । ତାଙ୍କ ବାପା ଏମ୍ସରେ ଚାକିରି କରନ୍ତି । ପୁଅର ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ରହିଛନ୍ତି । ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲାଙ୍କ ଦେହରେ ଲଗାଯାଇଛି । ସେହିପରି କିଡନୀ ଭୁବନେଶ୍ୱରର ଜଣେ ପିଲାଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ପରିବାର ପକ୍ଷରେ ଶୋକାକୁଳ ପରିସ୍ଥିତି ଉପୁଜିଛି ।










