35.1 C
Bhubaneswar
Monday, May 5, 2025
Homeଓଡିଶାରଥଯାତ୍ରା ପରଠୁ କାମ ଚାଲିବ: ଅରବିନ୍ଦ

ରଥଯାତ୍ରା ପରଠୁ କାମ ଚାଲିବ: ଅରବିନ୍ଦ

ପୁରୀ: ସରିଲା ରତ୍ନଭଣ୍ଡାର ମରାମତି ନେଇ ବସିଥିବା ବୈଠକ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢୀ ସୂଚନା ଦେଇଛନ୍ତି । ଏଏସ୍‌ଆଇ ୧୯୩ ଘଣ୍ଟା ୫ ମିନିଟ୍ କାମ ହୋଇଛି । ପ୍ରାୟତଃ ରତ୍ନଭଣ୍ଡାର ମରାମତି କାମ ସରିଯାଇଛି । କିଛି ଚଟାଣ କାମ ଏବେ ବି ବଳକା ରହିଛି । ୨ରୁ ୩ ଦିନରେ ସାରିବାକୁ ଅନୁରୋଧ କରିଛୁ । ଆହୁରି ୫ଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଲାଗିବ । ୨୭୭ଟି ଖଣ୍ଡଲାଇଟ୍ ପଥର ଲାଗି ସାରିଛି । ଭିତରେ ୧୪୮ଟି ଖଣ୍ଡଲାଇଟ୍ ପଥର ଲାଗିଛି । ବାହାରେ ୧୧୫ଟି ପଥର ଲାଗିଛି । ଆଉ କିଛି ଖଣ୍ଡଲାଇଟ୍ ପଥର ଲାଗିବ । ରଥଯାତ୍ରା ପରଠୁ ମରାମତି କାମ ଚାଲିବ । ତରବରିଆ ଭାବେ କୌଣସି କାମ କରାଯିବ ନାହିଁ । ୨୯ ଏପ୍ରିଲରୁ ୨୭ ଜୁନ ଯାଏଁ ଶ୍ରୀଜୀଉଙ୍କ ବିଶେଷ ନୀତି । ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking