ଭୁବନେଶ୍ୱର: ବିଜେପିର ଭଲ ପ୍ରଦର୍ଶନକୁ ନେଇ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁଭଦ୍ରା ଭଉଣୀଙ୍କୁ ଏକ୍ସରେ ଧନ୍ୟବାଦ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆପଣମାନେ ଅନେକ ଗପର ଶେଷ ଅଧ୍ୟାୟ ଲେଖିଦେଲେ । ସସୂଚନାଥାଉକି, ୧୭ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୮୩,୫୭୨ ଭୋଟ । ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୨୬, ୭୫୩ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୬, ୨୦୩ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି ।୨୬ ରାଉଣ୍ଡରେ ଭୋଟ ଗଣତି ହେବ ।










