34.1 C
Bhubaneswar
Tuesday, March 24, 2026
Homeଓଡିଶାଭୁଲ ଇଞ୍ଜେକ୍ସନ ନେଇଗଲା ନାବାଳକର ଜୀବନ!

ଭୁଲ ଇଞ୍ଜେକ୍ସନ ନେଇଗଲା ନାବାଳକର ଜୀବନ!

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ନାଁରେ ପୁଣି ଅଭିଯୋଗ । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ନାବାଳକର ଜୀବନ । ନ୍ୟାୟ ପାଇଁ କ୍ୟାପିଟାଲ ହସ୍ପିଟାଲ ବାହାରେ ବାହୁନି ବାହୁନି କାନ୍ଦୁଛି ମା । ସୂଚନା ଅନୁସାରେ ସୋମବାର ସକାଳେ ସାଇ ସାଇକେଲ ଚଳାଉଥିବା ସମୟରେ ପଡିଯାଇଥିଲେ । ନାବାଳକ ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେ ଆଖିବୁଜି ଦେଇଛନ୍ତି । ସେପଟେ ପରିବାର ଲୋକେ କହିଛନ୍ତି ଭୁଲ ଇଞ୍ଜେକ୍ସନ ଓ ଡାକ୍ତରଙ୍କ ଅବହେଳା ପାଇଁ ଏଭଳି ହୋଇଛି । କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking