ଭୁବନେଶ୍ୱର: ସୁଭଦ୍ରା ଭଉଣୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଭାଗକୁ ଚିଠି ଲେଖନ୍ତୁ ସଫଳ ସୁଭଦ୍ରା ଭଉଣୀ । ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ଚିଠି ଲେଖନ୍ତୁ । ସଫଳ ବିଜନେସ ମଡେଲକୁ ୱେବସାଇଟରେ ସ୍ଥାନିତ କରାଯିବ ।