29.1 C
Bhubaneswar
Monday, July 7, 2025
Homeଓଡିଶାବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଶ୍ରମିକ ମୃତ

ବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଶ୍ରମିକ ମୃତ

ଢେଙ୍କାନାଳ: ବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଶ୍ରମିକ ମୃତ। ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ଓ ପଣ୍ଡୁଆ ପାଣ୍ଡି କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ସାରଙ୍ଗଧର ସେତୁ ବ୍ରିଜ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିପଡ଼ି ଦିଲୀପ କୁମାର ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କୁ ଢେଙ୍କାନାଳ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଜଣେ ନିଖୋଜ ଥିଲେ। ନଦୀରେ ଖୋଜିବା ପରେ ପାଣି ଭିତରୁ ଦିଲୀପଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking