ଭୁବନେଶ୍ୱର: ଦିନ ୧ଟା ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସୂଚନା । ଠିକାଦାର ଓ କଣ୍ଟ୍ରାକ୍ଟର କାମ କରାଇଲେ କାର୍ୟ୍ୟାନୁଷ୍ଠାନ ହେବ । ଶ୍ରମ ବିଭାଗ ପକ୍ଷରୁ ସଚେତନ କରାଯିବ । ବିଭାଗୀୟ ଅଧିକାରୀ ଗ୍ରାଉଣ୍ଡକୁ ଯାଇ ତଦନ୍ତ କରିବେ ।









