21.1 C
Bhubaneswar
Friday, February 6, 2026
Homeଓଡିଶାଦଳ ସଭାପତି କଣ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିବେନି: ଗଣେଶ୍ୱର

ଦଳ ସଭାପତି କଣ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିବେନି: ଗଣେଶ୍ୱର

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନୂଆପଡା ଯାଇନଥିଲେ  କହିଥାଆନ୍ତେ ବୁଝାମଣା  ହୋଇଛି । ପରାଜୟ ପରେ ଏପରି କହିଲେ ବିଧାୟକ ଗଣେଶ୍ୱର ବେହେରା ।  ନୂଆପଡା ଉପନିର୍ବାଚନ ଫଳାଫଳର ସମୀକ୍ଷା କରିବ ବିଜେଡି ।  ଯେଉଁମାନେ ନୂଆପଡା ଯାଇଛନ୍ତି ସେମାନେ ଜାଣିଛନ୍ତି ନବୀନଙ୍କ ଲୋକପ୍ରିୟତା । ଆଗାମୀ ସମୟ କହିବ ନବୀନ ବାବୁଙ୍କ ଲୋକପ୍ରିୟତା କେତେ ରହିଛି ।  ଗୋଟିଏ ବିପର୍ଯ୍ୟୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚିବା ବୁଦ୍ଧିମତାର କାମ ନୁହେଁ ।  ଯେ ପର୍ଯ୍ୟନ୍ତ ନବୀନଙ୍କ ନେତୃତ୍ୱରେ ବିଜେଡି ପରିଚାଳିତ , ସେ ପର୍ଯ୍ୟନ୍ତ  ଉଜ୍ୱଳ । ଦଳ ସଭାପତି କଣ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିବେନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking