19.1 C
Bhubaneswar
Tuesday, January 13, 2026
Homeଖେଳମହିଳା ବିଶ୍ୱକପ୍ ସେମି ଫାଇନାଲ୍‌: ବୋଲିଂ କରିବ ଭାରତ

ମହିଳା ବିଶ୍ୱକପ୍ ସେମି ଫାଇନାଲ୍‌: ବୋଲିଂ କରିବ ଭାରତ

ମୁମ୍ବାଇ: ମହିଳା ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ୍ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବେଟିଂ କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାଚ୍ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩:୦୦ ଟାରେ ଆରମ୍ଭ ହେବ। ଏହି ଦୁଇ ଦଳ ତୃତୀୟ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପର ସେମିଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ଅଷ୍ଟ୍ରେଲିଆ ୧୯୯୭ ମସିହାରେ ଦିଲ୍ଲୀରେ ସେମିଫାଇନାଲ ଜିତିଥିଲା, କିନ୍ତୁ ଭାରତ ୨୦୧୭ ମସିହାରେ ଡର୍ବିରେ ହୋଇଥିବା ସେମିଫାଇନାଲରେ ସେମାନଙ୍କର ସବୁଠାରୁ ବଡ଼ ବିଜୟ ହାସଲ କରିଥିଲା।

ଭାରତ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମଣ୍ଡନା, ଶେଫାଲୀ ର୍ମା, ଅମନଜୋତ କୌର, ଜେମିମା ରୋଡ୍ରିଗେଜ, ରିଚା ଘୋଷ (ୱିକେଟକିପର), ଦୀପ୍ତି ଶର୍ମା, ରାଧା ଯାଦବ, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, ରେଣୁକା ସିଂ ଠାକୁର

ଅଷ୍ଟ୍ରେଲିଆ: ଆଲିସା ହିଲି (ଅଧିନାୟିକା ଏବଂ ୱିକେଟକିପର), ଫୋବି ଲିଚଫିଲ୍ଡ, ଏଲିସ ପେରି, ବେଥ୍ ମୁନି, ଆନାବେଲ ସଦରଲାଣ୍ଡ, ଆଶଲେ ଗାର୍ଡନର, ଟାହଲିଆ, କିମ୍ ଗାର୍ଥ, ସୋଫି ମୋଲିନକ୍ସ, ଆଲାନା କିଙ୍ଗ ଏବଂ ମେଗାନ ସ୍କଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking