15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଅପବ୍ୟବହାର  ହୋଇପାରିବନି  ମହିଳା ସୁରକ୍ଷା ଆଇନ - ସୁପ୍ରିମକୋର୍ଟ

ଅପବ୍ୟବହାର  ହୋଇପାରିବନି  ମହିଳା ସୁରକ୍ଷା ଆଇନ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସ୍ୱାମୀ ବିରୋଧରେ ପ୍ରତିଶୋଧ  ନେଇ ଆଇନର ଅପବ୍ୟବହାର ମନା କରାଯାଇଛି । ଏସମ୍ପର୍କିତ ତେଲେଙ୍ଗାନା ହାଇକୋର୍ଟଙ୍କ  ରାୟକୁ ଖାରଜ କଲେ । ଜଣେ ପତ୍ନୀ ତାଙ୍କ ସ୍ୱାମୀ ନାଁରେ କରିଥିବା  ମାମଲାରେ ଦେଲେ ବଡ ରାୟ । ଜଣେ ସ୍ତ୍ରୀ ଏହାର ଅପବ୍ୟବହାର କରିପାରିବେନି କହିଲେ ସର୍ବୋଚ୍ଚ କୋର୍ଟ । ବେଙ୍ଗାଲୁରୁର ଅତୁଲ ସୁବାସଙ୍କ ଆତ୍ମହତ୍ୟା ଚର୍ଚ୍ଚା ଭିତରେ ବଡ ରାୟ ସାମ୍ନାକୁ ଆସିଛି । ବିଏନଏସ ୮୬  ମହିଳାଙ୍କ ସୁରକ୍ଷା ପାଇଁ ରହିଛି । ଅପବ୍ୟବହାର ମନା । ବ୍ୟକ୍ତିଗତ କାରଣ ପାଇଁ ଏହାର ଅପବ୍ୟବହାର କରିପାରିବେନି । ଏହି ଆଇନ ବଳରେ ୩ ବର୍ଷ ପଯ୍ୟନ୍ତ ଜେଲ ଜରିମାନା ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking