33.1 C
Bhubaneswar
Wednesday, October 16, 2024
Homeଅପରାଧମଦ ପିଇ ଥାନାରେ ହାଇଡ୍ରାମା କଲେ ମହିଳା

ମଦ ପିଇ ଥାନାରେ ହାଇଡ୍ରାମା କଲେ ମହିଳା

ଭୁବନେଶ୍ୱର : ଖଣ୍ଡଗିରି ଥାନାରେ ମହିଳାଙ୍କ ହାଇଡ୍ରାମାକୁ ନେଇ ଏବେ ଚର୍ଚା । ଥାନାଭିତରେ ପସି ପୁଲିସଙ୍କୁ ଦୁର୍ବ୍ୟବହାର କରିଛନ୍ତି ମହିଳା । ସଂପୃକ୍ତ ମହିଲାଙ୍କ ନାଁ ରେ ଥାନାରେ ମାମଲା ରୁଜୁ କରିଛି ଖଣ୍ଡଗିରି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଏପରି ବ୍ୟବହାର ନେଇ ମହିଳାଙ୍କ ନାଁ ରେ ମାମଲା ସହ ନୋଟିସ୍ କରି ଛାଡି ଦେଇଛି ପୋଲିସ । କିନ୍ତୁ ଆଇନ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନନ୍ତି ଭୁବନେଶ୍ୱର  ଡିସିପି ପିନାକି ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking