25.1 C
Bhubaneswar
Monday, December 8, 2025
Homeଓଡିଶାମହିଳା ସାହସ ପାଇବେ,ସଶକ୍ତ ହେବେ: ଶ୍ରମ ମନ୍ତ୍ରୀ

ମହିଳା ସାହସ ପାଇବେ,ସଶକ୍ତ ହେବେ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର: ମହିଳାଙ୍କ ନାଇଟ ସିଫ୍ଟ ନେଇ ନୂଆ ବିଜ୍ଞପ୍ତି  ପରେ ଶ୍ରମ ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ମହିଳା ନାଇଟ ସିଫ୍ଟ କରିପାରିବେ, ଏଥିପାଇଁ ଏକ  ଫର୍ମ ପୂରଣ କରିଦେବେ ।  ଏନେଇ ଇଣ୍ଟରନାଲ କମିଟି କମ୍ପେ୍ଲନ କମିଟିକୁ ଚିଠି କରାଯାଇଛି । ନାଇଟ ସିଫ୍ଟ ପାଇଁ  ମହିଳା ଦେବେ ସହମତି ପତ୍ର । କର୍ମଜୀବି  ମହିଳାଙ୍କ ନାଇଟ ସିଫ୍ଟ ପାଇଁ  ଆସିଲା ନୂଆ ବିଜ୍ଞପ୍ତି । ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତିଷ୍ଠାନ  ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । କର୍ମକ୍ଷେତ୍ରରେ ଅତି କମରେ ୩ ଜଣ ମହିଳା କର୍ମଚାରୀ ଥିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking