ଭୁବନେଶ୍ୱର : ସୁଭଦ୍ରା ଆବେଦନକୁ ନେଇ ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ ଉପମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାଁନ୍ତି ସେମାନଙ୍କୁ ଅନୁରୋଧ , ଜଲଦି ଆବେଦନ କରନ୍ତୁ । ଟଙ୍କା ଦେବୁ । ଟତୁର୍ଥ ପଯ୍ୟାୟରେ ୨୦ ଲକ୍ଷରୁ ଉଦ୍ଧ୍ୱ ମହିଳାଙ୍କୁ ମିଳିବ ଟଙ୍କା ।










