32.1 C
Bhubaneswar
Thursday, February 12, 2026
Homeଓଡିଶାମହିଳା ସୁରକ୍ଷିତ ନାହାଁନ୍ତି: ପ୍ରମିଳା

ମହିଳା ସୁରକ୍ଷିତ ନାହାଁନ୍ତି: ପ୍ରମିଳା

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ସମାଲୋଚନା । ଦୋଷୀ କୁଆଡେ ଗଲା ବୋଲି ପ୍ରଶ୍ନ କଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ କୌଣସି ମହିଳା ସୁରକ୍ଷିତ ନାହାନ୍ତି । ଗୋପାଳପୁର ବେଳାଭୂମି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଓଡିଶା ଯିବାକୁ ନିଜ ନାଗରିକଙ୍କୁ ମନା କରିଥିଲା ଆମେରିକା । ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ଛବି ଖରାପ ହୋଇଥିଲା । ଡବଲ ଇଞିନ ସରକାରକୁ ନେଇ ମହିଳା ଭୟଭୀତ । ବିଜେଡି ଲଢେଇ ଜାରି ରଖିବ । ଜିଲ୍ଲା ଓ ବ୍ଲକ ସ୍ତରରେ ଲଢିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking