19.1 C
Bhubaneswar
Friday, February 13, 2026
Homeଓଡିଶାମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଫୁଲବାଣୀ : ନିଖୋଜ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲରୁ ଉଦ୍ଧାର । ମିଣିଆ ଛକ ନିକଟ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ମହିଳଆଙ୍କସ୍ୱାମୀ ହତ୍ୟା କରିଥିବା ନେଇ ବାପଘର ପକ୍ଷରୁ ଏତଲା । ସଦର ଥାନା ଡାଡିକେଜୁ ଗାଁର ମହିଳା ଗତ ୨୩ରୁ ନିଖୋଜ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking