23.1 C
Bhubaneswar
Sunday, December 21, 2025
Homeଓଡିଶାମହିଳାଙ୍କୁ ଦଳି ମାରିଲା ଦନ୍ତା

ମହିଳାଙ୍କୁ ଦଳି ମାରିଲା ଦନ୍ତା

ଦେବଗଡ : ଘରୁ ଟାଣି ଆଣି ମହିଳାଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପାଣି ଗାଁରେ ଦନ୍ତା ଆତଙ୍କ ଦେଖାଯାଇଛି । ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି । ପରିବାରରେ ଶୋକାକୁଳ ଛାୟା ଖେଳିଯାଇଛି । ଗାଁରେ ଦନ୍ତା ହାତୀକୁ ନେଇ ଭୟଭିତ ଅଛନ୍ତି ସ୍ଥାନୀୟ ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking