31.1 C
Bhubaneswar
Saturday, February 7, 2026
Homeଓଡିଶାମହିଳାଙ୍କୁ ତୀରମାଡ: ଯୁବକ ଅଟକ

ମହିଳାଙ୍କୁ ତୀରମାଡ: ଯୁବକ ଅଟକ

ବଣାଇ: ଯୁବକଙ୍କ ତୀର ମାଡରେ ମହିଳା ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଲହୁଣୀପଡା ଥାନା ଗମଲେଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କ ଛାତିରେ ତୀର ବାଜିବା ପରେ ମାଡିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking