28.1 C
Bhubaneswar
Monday, February 23, 2026
Homeଓଡିଶାସାପ କାମୁଡ଼ାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ସାପ କାମୁଡ଼ାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ଶୋଇଥିବା ବେଳେ ସାପ କାମୁଡ଼ାରେ ମହିଳା ସରପଞ୍ଚ ମାଙ୍ଗି କାଡ୍ରାକାଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ବ୍ଲକ୍‌ କୁଲି ପଞ୍ଚାୟତର ସରପଞ୍ଚ ସର୍ପାଘାତର ଶିକାର ହୋଇଛନ୍ତିସାପ କାମୁଡିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking