32.1 C
Bhubaneswar
Saturday, March 28, 2026
Homeଓଡିଶାମହିଳାଙ୍କୁ ହତ୍ୟା: ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ

ମହିଳାଙ୍କୁ ହତ୍ୟା: ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ

ବାଲେଶ୍ୱର: ସୋର ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ସୋର ଥାନା କୁଚିଆ କୋଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ଜ୍ୱାଇଁ ଓ ଶାଶୁକୁ ମାଡ ମାରିଛନ୍ତି । ସୂଚନା ଅନୁସାରେ, କୋଚିଆକୋଇଲି ଗ୍ରାମର ରାଜେନ୍ଦ୍ର ମଳିକଙ୍କ ସହ  କ୍ଷୀରକୋଣା ଗ୍ରାମର ପ୍ରହଲ୍ଲାଦ ଦାସଙ୍କ ଝିଅ ରୁନୁ ଦାସଙ୍କର ବୈଦିକ ରୀତିରେ ଗତ ନଅ ବର୍ଷ ତଳେ ବିବାହ କରିଥିଲେ। ଆଜି ସକାଳେ ଶୋଇବା ଘରେ ରୁନୁ ବେକରେ ଶାଢି ବାନ୍ଧି ଝୁଲିପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ରାଜେନ୍ଦ୍ର ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking