33.1 C
Bhubaneswar
Tuesday, July 22, 2025
Homeଦେଶ ବିଦେଶପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ପ୍ରେମିକଙ୍କ ସହ ମିଳି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ।  ଏଭଳି ଅଭାବନୀୟ ଘଟଣା  କଣ୍ଣାଟକର  ଟୁମାକୁରୁ ଜିଲ୍ଲାରେ  ଘଟିଛି ।  ଜୁନ ୨୪ ତାରିଖରେ   ହତ୍ୟା କରାଯାଇଥିବା ସୂଚନା ମିଳିଛି ।  ପୋଲିସର ସୂଚନା ଅନୁଯାୟୀ,   ମହିଳା ଜଣଙ୍କ ତାଙ୍କ ସ୍ୱାମୀର ଆଖିରେ ଲଙ୍ଗାଗୁଣ୍ଡ ଫିଙ୍ଗି ବାଡିରେ ପିଟି ପିଟି ହତ୍ୟା କରିଥିଲେ ।   ତାପରେ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ୩୦ କିଲୋମିଟର ଦୂରକୁ ନେଇଯାଇ ଏକ କୂଅରେ ଫିଙ୍ଗିଦେଇଥିଲେ ।   ସ୍ୱାମୀ ନିଖୋଜ ହେବା ପରେ ପୋଲିସ  ତାଙ୍କ ଘରକୁ ଆସି ତଦନ୍ତ କରିଥିଲା ।  ସେଠାରେ କିଛି ପ୍ରମାଣ ମଧ୍ୟ ପାଇଥିଲା ।  ପୋଲିସ ଏନେଇ  ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking