14.1 C
Bhubaneswar
Monday, December 8, 2025
Homeଓଡିଶାପାରିବାରିକ କଳହକୁ ନେଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପାରିବାରିକ କଳହକୁ ନେଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ:  ଗଞ୍ଜାମ ଜିଲ୍ଲା  ଧରାକୋଟରେ  ହତ୍ୟାକାଣ୍ଡ ।  ପାରିବାରିକ କଳହକୁ ନେଇ  ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ ।   ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ସ୍ତ୍ରୀ  ଉଦ୍ୟମ କରିଥିଲା ।  ଖବର ପାଇ ଘଟଣାସ୍ଥଳରେ  ଧରାକୋଟ ପୋଲିସ ପହଞ୍ଚି  ମୃତଦେହ ଜବତ କରି  ସ୍ତ୍ରୀକୁ ଅଟକ  ରଖିଛି ।  ସୂଚନା ଅନୁସାରେ, ସବୁବେଳେ  ଅମର ଓ ସ୍ତ୍ରୀ  ଅଞ୍ଜନାଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ।  ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ   ଝଗଡା ଉଗ୍ର ରୂପ ନେଇଥିଲା ।   ଶେଷରେ  ସ୍ତ୍ରୀ , ସ୍ୱାମୀ ଉପରେ  ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking